ମଧୁ ପର୍କ Madhu parka

  • ସଂ. ବି (ମଧୁ+ପୃଚ୍ ଧାତୁ=ଛୁଇଁବା+ଅଧିକରଣ ଅ) — ମଧୁ, ଦଧି, ଘୃତ, ଶର୍କରା, ଜଳ (ମତାନ୍ତରରେ ନାରୀ— କେଳଜଳ), ଏହି ପାଞ୍ଚଦ୍ରବ୍ୟ ମିଶ୍ରିତ ଖାଦ୍ୟ ବା ନୈବେଦ୍ୟ ବିଶେଷ — A cordial or an offering prepared by mixing honey, curds, ghee, sugar and water
  • ସଂ. ବି (ମଧୁ+ପୃଚ୍ ଧାତୁ=ଛୁଇଁବା+ଅଧିକରଣ ଅ) — [ଦ୍ର—ଏହା ବୈଦିକଯୁଗରେ ଅତିଥି— ମାନଙ୍କୁ ଅଭ୍ୟର୍ଥନାରୂପେ ଦିଆଯାଉଥିଲା। ଦଧିସର୍ପିଜଳଂ କ୍ଷୌଦ୍ରଂ ସିତୈତାଭିସ୍ତୁ ପଞ୍ଚଭିଃ। ପ୍ରୋଚ୍ୟତେ ମଧୁପର୍କସ୍ତୁ*।]