ମଧୁ କୈଟଭ Madhu ka̲i̱ṭabha
- ସଂ. ବି — ବିଷ୍ଣୁଙ୍କ କର୍ଣ୍ଣମଳରୁ ଜାତ ଅସୁରଦ୍ୱୟ — The twin demons said to have spring from the ear-wax of Bishṇu
- ସଂ. ବି — [ଦ୍ର—ଏମାନେ ସୃଷ୍ଟିକାର୍ଯ୍ୟାରମ୍ଭ ପୂର୍ବରୁ ବ୍ରହ୍ମାଙ୍କୁ ମାରି ପକାଇବାକୁ ଉଦ୍ୟତ ହେବାରୁ ବିଷ୍ଣୁ ଏମାନଙ୍କୁ ବଧ କରି ଥିଲେ ଓ ଏମାନଙ୍କ ମେଦରୁ ମେଦିନୀ ବା ପୃଥିବୀ ଜାତ ହେଲା; ଏଥିର ବିବରଣ ପାଇଁ ଚଣ୍ଡୀପୁରାଣ 1 ମ ଅଧ୍ୟାୟ ଦ୍ରଷ୍ଟବ୍ୟ।) — [ଦ୍ର—ଏମାନେ ସୃଷ୍ଟିକାର୍ଯ୍ୟାରମ୍ଭ ପୂର୍ବରୁ ବ୍ରହ୍ମାଙ୍କୁ ମାରି ପକାଇବାକୁ ଉଦ୍ୟତ ହେବାରୁ ବିଷ୍ଣୁ ଏମାନଙ୍କୁ ବଧ କରି ଥିଲେ ଓ ଏମାନଙ୍କ ମେଦରୁ ମେଦିନୀ ବା ପୃଥିବୀ ଜାତ ହେଲା; ଏଥିର ବିବରଣ ପାଇଁ ଚଣ୍ଡୀପୁରାଣ1ମ ଅଧ୍ୟାୟ ଦ୍ରଷ୍ଟବ୍ୟ)