ମଧୁ କୁଲ୍ୟା Madhu kulyā

  • ସଂ. ବି — ମଧୁପୂର୍ଣ୍ଣ ଛୋଟ ନଦୀ — A small river full of honey
  • ସଂ. ବି — [ଦ୍ର—ଏହିପରି ଘୃତ କୁଲ୍ୟା, ଦଧିକୁଲ୍ୟା, ଦୁଗ୍ଧକୁଲ୍ୟା ଇତ୍ୟାଦି ହୁଏ, ପୁରାଣ ଅନୁସାରେ ମଧୁକୁଲ୍ୟା କୁଶଦ୍ୱୀପର ଏକ ନଦୀ।]