ମଧୁ କଣ୍ଠ ଭାଷୀ Madhu khaṇṭa bhāshī
- ଦେ. ବିଣ. ସ୍ତ୍ରୀ (ସଂ. ମଧୁକଣ୍ଠ ଭାଷିଣୀ) — କୋକିଳ ସ୍ୱର ପରି କୋମଳ ଓ ସୁମଧୁର ଯାହାର କଣ୍ଠ ସ୍ୱର — (a woman) Having a sweet and melodious voice like that of a cuckoo
- ଦେ. ବିଣ. ସ୍ତ୍ରୀ (ସଂ. ମଧୁକଣ୍ଠ ଭାଷିଣୀ) — (ଉ—ଏହି ଦିବସେ ମଧୁର ମଧୁ ମାସେ ମଧୁର ମଧୁକଣ୍ଠ ଭାଷୀ, ସୁଧାଂଶୁ—ପ୍ରଭା ସୁଧା—ପୁରେ ବସୁଧା—ମଣ୍ଡନା ସୁଖେ ଥିଲା ବସି। ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।)