ମଦୟିତ୍ନୁ Madayitnu
- ସଂ. ବିଣ (ମଦ୍ ଧାତୁ ଣିଚ୍ ମଦି ଧାତୁ+କର୍ତ୍ତୃ. ଇତ୍ନୁ) — ଯେ ଉନ୍ମତ୍ତ କରାଏ — Causing madness; bringing about intoxication; making a person intoxicated
- ବି — ଶୁଣ୍ଢି — A wine seller; a wine-distiller
- ବି — କନ୍ଦର୍ପ — cupid; lust
- ବି — ମଦ୍ୟ — Wine