ମଦ୍ (ଧାତୁ) Mad (root)

  • ସଂ. — ମତ୍ତ ହେବା — To be maddened
  • ସଂ. — ନିଶାରେ ଭୋଳ ହେବା — To be intoxicated
  • ସଂ. — ହୃଷ୍ଟ ହେବା — To be delighted
  • ସଂ. — ଦ୍ୱେଷ କରିବା — To envy