ମଦୋଦଗ୍ର Madodagra
- ସଂ. ବିଣ. ପୁଂ (ତୃତୀୟା ତତ୍; ମଦ+ଉଦଗ୍ର) — ଗର୍ବୋଦ୍ଧତ; ମଦମତ୍ତ; ମଦଗର୍ବିତ — Intoxicated with arrogance
- ସଂ. ବିଣ. ପୁଂ (ତୃତୀୟା ତତ୍; ମଦ+ଉଦଗ୍ର) — ମଦସ୍ରାବ ଯୋଗୁଁ ଅଦମ୍ୟ
- ସଂ. ବିଣ. ପୁଂ (ତୃତୀୟା ତତ୍; ମଦ+ଉଦଗ୍ର) — (ହସ୍ତୀ) — 2. (elehpant) Excited by being in rut
- ସଂ. ବିଣ. ପୁଂ (ତୃତୀୟା ତତ୍; ମଦ+ଉଦଗ୍ର) — ମତ୍ତତାଯୋଗୁଁ ବାହ୍ୟଜ୍ଞାନ ଶୂନ୍ଯ — Maddened