ମଦାର୍ ଦେବା Madār debā
- ଦେ. କ୍ରି — କାର୍ଯ୍ୟର ଭାର ଅର୍ପଣ କରିବା — To entrust the charge of a work or matter to person
- ଦେ. କ୍ରି — ନିର୍ଭର ବା ବିଶ୍ୱାସ କରିବା — To have trust or confidence on a person; to put reliance on a person
- ଦେ. କ୍ରି — କୌଣସି କାର୍ଯ୍ୟ ପାଇଁ ଅନ୍ଯ ବ୍ଯକ୍ତି ଉପରେ ନିର୍ଭର କରିବା — To depend upon another for any matter