ମଦସ୍ରାବୀ Mada srābī

  • ସଂ. ବିଣ. ପୁଂ (ମଦସ୍ରାବ+ଇନ୍; 1 ମା. 1 ବ) — ଯାହାର ଗଣ୍ଡରୁ ମଦବାରି ଧାରା କହୁଥାଏ — (An elephant in rut) From whose temples juice is dropping