ମଦରଙ୍ଗା Madaraṅgā

  • ଦେ. ବି — ଏକପ୍ରକାର ଜଳଜ ଶାକ ଲତା — Name of an aquatic creeper; Alternathera Sessilis
  • ଦେ. ବି — [ଦ୍ର— ଏହା ଇଷତ୍ ତିକ୍ତରସ, ରୁଚିକର. ଶୀତବୀର୍ଯ୍ଯ, ଅଗ୍ନିବର୍ଦ୍ଧକ, କଫପିତ୍ତ— ନାଶକ, ପିତ୍ତ ବିକୃତିରେ ଔଷଧିରୂପେ ବ୍ଯବହୃତ ହୁଏ। ଏହା ପ୍ଳୀହା, ବାଘୀ ଓ କଫନାଶକ। ମଦରଙ୍ଗା ପରି ଏକପ୍ରକାର ନାଲି ପତ୍ର ଯୁକ୍ତ ବିଦେଶାନୀତ ଶାକକୁ ବିଲାତ ମଦରଙ୍ଗା କହନ୍ତି।