ମଦନୋତ୍ସବ Madanotsaba
- ସଂ. ବି — ବସନ୍ତୋତ୍ସବ; ଦୋଳଯାତ୍ରା; ହୋରି — A festival performed in the spring in honour of cupid
- ସଂ. ବି — ଚୈତ୍ର ପୂର୍ଣ୍ଣମୀରେ ଅନୁଷ୍ଠେୟ ଉତ୍ସବ — A festival on the full moon of Cha̲i̱tra
- ସଂ. ବି — [ଦ୍ର—ପ୍ରାଚୀନକାଳରେ ଏହି ଉତ୍ସବ ଚୈତ୍ର ଶୁକ୍ଳ ଦ୍ୱାଦଶୀ ଠାରୁ ଆରବ୍ଧ ହୋଇ ଚତୁର୍ଦ୍ଦଶୀ ଦିନ ସମାପ୍ତ ହେଉଥିଲା; ଏଥିରେ ବ୍ରତ, କାମଦେବଙ୍କ ପୂଜା, ଗୀତବାଦ୍ୟ, ରାତ୍ରି ଜାଗରଣ ଓ ସ୍ତ୍ରୀପୁରୁଷ ସମ୍ମିଳନ, ଉଦ୍ୟାନାଦିରେ ଆମୋଦ ପ୍ରମୋଦ ଦେଉଥିଲା। ହି.ଶ।]
- ସଂ. ବି — ସ୍ତ୍ରୀ ପୁରୁଷଙ୍କର ସଙ୍ଗମ; ରତି; ରମଣ — Copulation