ମଦନୀ Madanī

  • ସଂ. ବି. ସ୍ତ୍ରୀ (ମଦନ+ଈ) — ମୁରା; ମଦ୍ୟ — Wine
  • ସଂ. ବି. ସ୍ତ୍ରୀ (ମଦନ+ଈ) — ମୃଗନାଭି; କସ୍ତୂରୀ — Musk
  • ସଂ. ବି. ସ୍ତ୍ରୀ (ମଦନ+ଈ) — କାମୁକୀ ସ୍ତ୍ରୀ — Lustful woman
  • ସଂ. ବି. ସ୍ତ୍ରୀ (ମଦନ+ଈ) — ମେଥି (ହି. ଶ) — Fenugreek
  • ସଂ. ବି. ସ୍ତ୍ରୀ (ମଦନ+ଈ) — ଧାଇ ଫୁଲ; ଧାତବୀ (ହି. ଶ) (ଦେଖ) — Dhatakī (See)