ମଦନାତୁର Madanātura

  • ସଂ. ବିଣ. ପୁଂ (ତୃତୀୟା ତତ୍; ମଦନ+ଆତୁର) — ମଦନ— ବିହ୍ୱଳ; କାମାତୁର; କାମାର୍ତ୍ତ; କାମପ୍ରପୀଡ଼ିତ — Love-struck; suffering from the pangs of unsatiated lust or love