ମଦନ ମୋହନ Madana mohana

  • ସଂ. ବି (ମଦନ ପରି ମୋହନ=ଅତି ସୁନ୍ଦର, ବା ମଦନକୁ ଯେ ମୋହିତ କରିଅଛନ୍ତି) — ଶ୍ରୀକୃଷ୍ଣଙ୍କର ନାମାନ୍ତର — A name of Ṡrīkṛushṇa
  • ବିଣ — ଅତି ସୁନ୍ଦର ରୂପବିଶିଷ୍ଟ — Having a charming appearnce
  • ଦେ. ବି — ପୁରୀ ଜଗନ୍ନାଥଙ୍କ ପ୍ରତିନିଧି ରୂପେ ଚନ୍ଦନ ଯାତ୍ରା ସମୟରେ ଚାପକୁ ବିଜେ କରନ୍ତି — The movable image representing the Idol Jagannātha which is taken to the boat during the Chandanj̄ātrā festival
  • ଦେ. ବି — ପୁରୁଷ ଲୋକଙ୍କୁ ଦିଆଯିବା ନାମ — Name given to males