ମଦନ ବ୍ୟଥା Madana byathā

  • ସଂ. ବି — କାମପୀଡ଼ା; କାମାତୁର ବ୍ଯକ୍ତି ଯେଉଁ ଅସହ୍ୟ ଯନ୍ତ୍ରଣା ଓ ଅସ୍ଥିରତା ଅନୁଭବ କରେ — The agony experienced by an unsatiated lover,