ମଦନ ଧର୍ମୋତ୍ସୋବ Madana dharmotsaba
- ସଂ. ବି — ଦୋଳ ପର୍ବ; ହୋରୀ; ଫାଲ୍ଗୁନ ପୌର୍ଣ୍ଣମୀ ଉତ୍ସବ — Doḻaj̄ātrā festival celebrated in honour of God Cupid during the fullmoon of Phālguns
- ସଂ. ବି — ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠିତ ଉତ୍ସବ ବିଶେଷ — A festival observed during the full-moon of Cha̲i̱tra