ମଦ ଉରା Madaurā

  • ଦେ. ବି — ଯେଉଁ କ୍ଷୁଦ୍ର କଳସରେ ବା ଘଟରେ ଖଜୁରି, ତାଳ ଓ ନଡ଼ିଆ ଗଛରୁ ସ୍ରବିବା ରସ ସଂଗୃହୀତ ହୁଏ — A jar in which is collected the toddy juice from palm, date-palm and cocoanut trees
  • ଦେ. ବି — [ଦ୍ର—ଛୋଟ ଛୋଟ କଳସକୁ ବା ଘଡ଼ିକୁ ଉରା ଓ ବଡ଼ ମାଠିଆକୁ ଅଧ୍ୟା ବୋଲାଯାଏ; ଗଛର ଦେହରେ ରସ ସଂଗ୍ରହାର୍ଥ ଉରା ସଂଲଗ୍ନ କରାଯାଏ। ଉରା— ମାନଙ୍କରେ ସଂଗୃହୀତ ରସକୁ ଅଧ୍ୟାରେ ପୂରାଯାଏ।]