ମଦ ଅଳସ Mada aḻasa

  • ଦେ. ବିଣ (ସଂ. ମଦାଳସ୍ୟ) — ମତ୍ତତା ଯୋଗୁଁ ଆଳସ୍ୟଯୁକ୍ତ — Languid on account of intoxication
  • ଦେ. ବିଣ (ସଂ. ମଦାଳସ୍ୟ) — (ଉ—ଦୃଷ୍ଟି ତୋ ମଦ—ଅଳସ, ବଦନଚନ୍ଦ୍ର ପ୍ରକାଶ, ଗତି ତୋର ଜନ ମନୋହର। ପ୍ରାଚୀ, ରସବାରିଧି।)