ମଥୋଟ ମୁତାବକ Mathoṭa mutābaka

  • ବୈଦେ. କ୍ରି. ବିଣ — (ହିନ୍ଦୀ. ମଥୋଟ ଓ ଆ. ମୁତାବିକ୍)
  • ବୈଦେ. କ୍ରି. ବିଣ — ଅନୁପାତ ଅନୁସାରେ — Proportionately
  • ବୈଦେ. କ୍ରି. ବିଣ — ଜଣପିଛା ହିସାବ କରାଯାଇ — Per capita