ମଥୁରାନାଥ ଶୁକ୍ଳ Mathurānātha ṡukḻa

  • ସଂ. ବି (ନାମ) — ମାଳବ ଦେଶର ଅଧିବାସୀ ବ୍ରାହ୍ମଣ ବିଶେଷ — The name of a Brahmaṇa of the country of Mālaba
  • ସଂ. ବି (ନାମ) — [ଦ୍ର—ଏ ଶକ 18 ଶ ଶତାବ୍ଦିର ଲୋକ ଥିଲେ। ଏ ପାରସୀ ଭାଷାରେ ଅତ୍ୟନ୍ତ ନିପୁଣ ଥିଲେ। 1715 ଶକାବ୍ଦିରେ ଏ କାଶୀର ରାଜକୀୟ ପାଠଶାଳାର ପୁସ୍ତକାଗାରର ଅଧ୍ୟକ୍ଷ ଥିଲେ। ଏ ଯନ୍ତ୍ରଘଟରାଜ ନାମକ ବୋଧୋପଯୋଗୀ ସଂସ୍କୃତଜ୍ୟୋତିଷଗ୍ରନ୍ଥ ରଚନା କରିଥିଲେ।] — [ଦ୍ର—ଏ ଶକ18ଶ ଶତାବ୍ଦିର ଲୋକ ଥିଲେ ଏ ପାରସୀ ଭାଷାରେ ଅତ୍ୟନ୍ତ ନିପୁଣ ଥିଲେ1715ଶକାବ୍ଦିରେ ଏ କାଶୀର ରାଜକୀୟ ପାଠଶାଳାର ପୁସ୍ତକାଗାରର ଅଧ୍ୟକ୍ଷ ଥିଲେ ଏ ଯନ୍ତ୍ରଘଟରାଜ ନାମକ ବୋଧୋପଯୋଗୀ ସଂସ୍କୃତଜ୍ୟୋତିଷଗ୍ରନ୍ଥ ରଚନା କରିଥିଲେ]