ମଥୁରା ଚୋବ୍ୱେ Mathurā chobbe
- ଦେ. ବି (ସଂ. ମଥୁରୀ+ଚତୁର୍ବେଦୀ) — ମଥୁରା ଅଞ୍ଚଳବାସୀ ବ୍ରାହ୍ମଣମାନଙ୍କ ଉପାଧି — Title of Brāhmaṇas of Mathurā
- ଦେ. ବି (ସଂ. ମଥୁରୀ+ଚତୁର୍ବେଦୀ) — [ଦ୍ର—ଏମାନଙ୍କର ଭୋଜନ ଶକ୍ତି ଆଶ୍ଚର୍ଯ୍ଯଜନକ। ଜଣେ ଜଣେ ଚୋବେ 10। 15 ସେର ରୁଟି ଓ ମିଷ୍ଟାନ୍ନ ଏକା ବୈଠକରେ ଉଦରସାତ୍ କରିବାର ଦେଖା ଯାଇଅଛି।] — [ଦ୍ର—ଏମାନଙ୍କର ଭୋଜନ ଶକ୍ତି ଆଶ୍ଚର୍ଯ୍ଯଜନକ ଜଣେ ଜଣେ ଚୋବେ10 15ସେର ରୁଟି ଓ ମିଷ୍ଟାନ୍ନ ଏକା ବୈଠକରେ ଉଦରସାତ୍ କରିବାର ଦେଖା ଯାଇଅଛି]