ମଥାନଙ୍ଗଳା Mathānaṅgaḻā

  • ଦେ. ବିଣ. ପୁଂ (ସଂ. ମସ୍ତକ ଓ ନଗ୍ନ) — ନଗ୍ନମସ୍ତକ; ଯାହାର ଶରୀରର ଅନ୍ଯାନ୍ୟ ଅଂଶରେ ପୋଷାକ ବା ଅଳଙ୍କାର ଥାଏ, କିନ୍ତୁ ମୁଣ୍ଡଟି ଅନାବୃତ ବା ଅନଳଙ୍କୃତ — Having the head uncovered or unadorned, though the other parts of the body are properly dressed or decorated