ମଥା ଲଗାଇବା Mathā lagāibā

  • ପ୍ରାଦେ. (ଭଦ୍ରଖ) କ୍ରି — ଜମିରେ ପ୍ରଜାଦ୍ୱାରା ଫସଲ ହେବାର ବନ୍ଦୋବସ୍ତ କରିବା; ପ୍ରଜା ବିଲି କରିବା — To settle lands with tenants for the purpose of cultivation