ମଥା ଭ୍ରମ Mathā bhrama

  • ଦେ. ବି (ସଂ. ମସ୍ତକ+ଭ୍ରମ) — ମୁଣ୍ଡ ବୁଲାଇବା — Giddiness of the head
  • ଦେ. ବି (ସଂ. ମସ୍ତକ+ଭ୍ରମ) — ବାତୁଳତା; ମସ୍ତିଷ୍କବିକୃତ — Derangement of the brain