ମଥା ଜାଲି Mathā jāli

  • ଦେ. ବି (ସଂ. ମସ୍ତକ+ଜାଲ) — ସ୍ତ୍ରୀମାନଙ୍କ ମସ୍ତକରେ କେଶ ଉପରେ ପିନ୍ଧାଯିବା ଜାଲିକାମର ଅଳଙ୍କାରବିଶେଷ — A filgree ornament or net for the head of females
  • ଦେ. ବି (ସଂ. ମସ୍ତକ+ଜାଲ) — (ଉ—ଜ୍ୟୋତି ମୋତି ମଥା ଜାଲି ମଣ୍ଡିଲେ, ମଣ୍ଡିଲେ ନାହିଁ, ଧଇର୍ଯ୍ଯ ଖଣ୍ଡିଲେ। ଭଞ୍ଜ. ଲାବଣ୍ୟବତୀ।)