ମଥା ଘୁମାଣି Mathā ghumāṇi
- ପ୍ରାଦେ. (ଉତ୍ତର ବାଲେଶ୍ୱର) ବି — (ତୁଳ. ବଂ ମାଥା ଘୋରାନୀ)—ମୁଣ୍ଡ ବୁଲା ଜାଲ; କ୍ଷେପା ଜାଲ — Circular casting net
- ପ୍ରାଦେ. (ଉତ୍ତର ବାଲେଶ୍ୱର) ବି — [ଦ୍ର—ଏହାକୁ ଦୁଇ ହାତରେ ଧରି ନିଜ ମୁଣ୍ଡ ଉପରେ ଘୂରାଇ ପାଣି ଭିତରକୁ ଛାଟି ଦେବାକୁ ହୁଏ। ତେଣୁ ଏପରି ନାମ ହୋଇଅଛି।]
- ପ୍ରାଦେ. (ଉତ୍ତର ବାଲେଶ୍ୱର) ବି — ମୁଣ୍ଡ ବୁଲାଇବା (ରୋଗ) — Giddiness of the head