ମତ୍ସ୍ୟାଦ Mat-syāda

  • ସଂ. ବିଣ. ପୁଂ (ମତ୍ସ୍ୟ+ଅଦ୍ ଧାତୁ+କର୍ତ୍ତୃ ଅ) — ଯେ ମାଛ ଖାଏ; ଆମିଷାଣୀ — Subsisting on fishes. fish-eating
  • ସଂ. ବି. — ମାଛରଙ୍କା ପକ୍ଷୀ — The kingfisher bird