ମତ୍ସ୍ୟଘାତ Mat syaghāta

  • ସଂ. ବି — ( 6 ଷ୍ଠୀ ତତ୍)—ମାଛଙ୍କ ମାରିବା ବୃତ୍ତି — (6ଷ୍ଠୀ ତତ୍)—ମାଛଙ୍କ ମାରିବା ବୃତ୍ତି— . The occupation of a fisherman
  • ସଂ. ବି — (ମତ୍ସ୍ୟ+ହନ୍. ଧାତୁ+କର୍ତ୍ତୃ. ଅ)—ମାଛଧରା କେଉଟ; ମାଛୁଆ — Fisherman (Apte)