ମତ୍ସ୍ୟ ଜୀବ Mat-sya jība

  • ସଂ. ବି. ପୁଂ (ମତ୍ସ୍ୟ+ଜୀବ ଧାତୁ+କର୍ତ୍ତୃ. ଅ; +ଇନ୍, 1 ମା. 1 ବ) — ଯେ ମାଛ ମାରି ଜୀବିକା ନିର୍ବାହ କରେ; ଧୀବର; କେଉଟ — Fisherman
  • ବିଣ. ପୁଂ — ମାଛ ମାରି ଜୀବିକା ନିର୍ବାହକାରୀ — Subsisting on fishing