ମତ୍ସ୍ୟ କେଶରୀ Mat-sya keṡarī
- ଦେ. ବି (ନାମ) — ପ୍ରାଚୀନ ଉତ୍କଳର କେଶରୀ ବଂଶୀୟ ନରପତି ବିଶେଷ — Name of a king of ancient Orissa, of the Keṡarī Dynasty
- ଦେ. ବି (ନାମ) — [ଦ୍ର—ଏ ପୁରୀ ସହର ନିକଟବର୍ତ୍ତୀ ଅଠରନଳା ପୋଲ ନିର୍ମାଣ କରାଇଥିଲେ। ଏ ରାଜା 975 ଖ୍ରୀଷ୍ଟାବ୍ଦଠାରୁ 995 ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ।] — [ଦ୍ର—ଏ ପୁରୀ ସହର ନିକଟବର୍ତ୍ତୀ ଅଠରନଳା ପୋଲ ନିର୍ମାଣ କରାଇଥିଲେ ଏ ରାଜା975ଖ୍ରୀଷ୍ଟାବ୍ଦଠାରୁ995ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ]