ମତ୍ପୁତ୍ର Mat-putra

  • ସଂ. ବି—(ଅସ୍ମଦ୍+ପୁତ୍ର) — ମୋ ପୁଅ — My son
  • ସଂ. ବି—(ଅସ୍ମଦ୍+ପୁତ୍ର) — (ଦ୍ର—ଏହିପରି ମତ୍ପିତା, ମତ୍କନ୍ଯା, ମତ୍ସନ୍ତାନ, ମଦ୍ଦୁହିତା ଆଦି ଶବ୍ଦ ନିଷ୍ଫନ୍ନ ହୁଏ।)