ମତ୍ତେଭଗତି Mattebha gati

  • ସଂ. ବି ଓ ବିଣ (ପୁଂ ଓ ସ୍ତ୍ରୀ) (ବହୁବ୍ରୀହି) — ମତ୍ତଗଜଗତି (ଦେଖ) — Mattagaja gati (See)
  • ସଂ. ବି ଓ ବିଣ (ପୁଂ ଓ ସ୍ତ୍ରୀ) (ବହୁବ୍ରୀହି) — (ଉ—ମତ୍ତେଭଗତି ବାତ ମମତେ ମତ୍ତେ ଭିଡ଼ିଲି ଅଜାଗେ ବସିଥିଲା ସ୍ୱଚ୍ଛେ ପଛେ ଭିଡିଲା କେମନ୍ତେ—ଭଞ୍ଜ ପ୍ରେମସୁଧାନିଧି।)