ମତ୍ତାକ୍ରୀଡ଼ Mattākrīṟḍ̠a
- ସଂ. ବି (ମତ୍ତ+ଆକ୍ରୀଡ଼) — ତ୍ରୟୋବିଂଶାକ୍ଷର ଛନ୍ଦୋ— ବିଶେଷ — A metre of 23 syllables
- ସଂ. ବି (ମତ୍ତ+ଆକ୍ରୀଡ଼) — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ ଯଥାତ୍ରମେ 2 ମଗଣ, 1 ତଗଣ, 4 ନଗଣ ଓ ଅନ୍ତରେ 1 ଲଘୁ ଓ 1 ଗୁରୁ ବର୍ଣ୍ଣଥାଏ—ହି. ଶି।] — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ ଯଥାତ୍ରମେ2ମଗଣ,1ତଗଣ,4ନଗଣ ଓ ଅନ୍ତରେ1ଲଘୁ ଓ1ଗୁରୁ ବର୍ଣ୍ଣଥାଏ—ହି. ଶି]