ମତ୍ତତା Mattatā

  • ସଂ. ବି (ମତ୍ତ+ଭାବ ତା) — ବୁଦ୍ଧିବିକାର; କ୍ଷିପ୍ତତା; ବାତୁଳତା; ଉନ୍ମାଦ — Madness; mania
  • ସଂ. ବି (ମତ୍ତ+ଭାବ ତା) — ନିଶା — Introxication