ମତ୍ତଗଜ ଗମନା Mattagaja gamanā

  • ସଂ. ବିଣ. ସ୍ତ୍ରୀ — ମତ୍ତମାତଙ୍ଗ ପରି ମନ୍ଥରଗତିବିଶିଷ୍ଟା (ସ୍ତ୍ରୀ) — A lady with majestic steps like those of a mad elephant