ମତ୍ତକାସିନୀ Mattakāsinī

  • ସଂ. ବି. ସ୍ତ୍ରୀ (ମତ୍ତ+କାଶ୍ଧାତୁ+ଇନ୍+ସ୍ତ୍ରୀଈ) — ଯୌବନମତ୍ତା ବା କାମମତ୍ତା ସ୍ତ୍ରୀ — A woman brimming with youthful restlessness; a buoyant young woman
  • ସଂ. ବି. ସ୍ତ୍ରୀ (ମତ୍ତ+କାଶ୍ଧାତୁ+ଇନ୍+ସ୍ତ୍ରୀଈ) — ଉତ୍ତମା ଯୁବତୀ — A very beautiful or graceful young woman