ମତ୍ତ ମୟୂର Matta mayūra
- ସଂ. ବି (କର୍ମଧା; ମତ୍ତ+ମୟୂର) — ମେଘ ଉଠିବାର ଦେଖି ଆନନ୍ଦରେ ଉନ୍ମତ୍ତ ମୟୂର — A peacock overjoy at seeing the rise of clouds in the sky
- ସଂ. ବି (କର୍ମଧା; ମତ୍ତ+ମୟୂର) — ପଞ୍ଚଦଶାକ୍ଷର ଛନ୍ଦୋବିଶେଷ — A metre consisting of 15 syllables
- ସଂ. ବି (କର୍ମଧା; ମତ୍ତ+ମୟୂର) — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ ଯଥାକ୍ରମେ ମଗଣ; ତଗଣ, ଜଗଣ, ସଗଣ ଓ ମଗଣ ଥାଏ— ହି. ଶ।]
- ସଂ. ବି (କର୍ମଧା; ମତ୍ତ+ମୟୂର) — (ବହୁବ୍ରୀହ) ମେଘ — Cloud