ମତ୍ତ ଉଠିବା Matta uṭhibā

  • ଦେ. ବି (ସଂ. ମତ୍ତତା+ଉତ୍ଥାନ) — ମାତୁ ଉଠିବା; ମତ୍ତତା ଜାତ ହେବା — Being maddened; being over-taken with a fit of madness (due to lust etc);