ମତ୍କ Mat-ka

  • ସଂ. ବିଣ (ଅସ୍ମଦ+ 6 ଷ୍ଠୀ ବିଭକ୍ତିରେ କ) — ମଦୀୟ; ମୋର — Mine; my (Apte)
  • ବି. (ମଦ୍ ଧାତୁ+କର୍ତ୍ତୃ. କ) ଛାରପୋକ — A bed-bug (Apte)