ମତିବନ୍ତ Matibanta

  • ଦେ. ବିଣ. ପୁଂ (ସଂ ମତିମାନ୍) — ମତିମାନ; ବୁଦ୍ଧିମାନ୍ — Intelligent
  • ଦେ. ବିଣ. ପୁଂ (ସଂ ମତିମାନ୍) — (ଉ—ଗୁଣବନ୍ତ ଲୋକେ ଆଦର ଯେ କରଇ, ମତିମନ୍ତ ବୋଲିଣ ତାହାକୁଟି କହି—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।)