ମତିଚ୍ଛନ୍ନ Matichchhanna

  • ସଂ. ବିଣ. ପୁଂ ( 3 ୟା ତତ୍) — ଯାହାର ବୁଦ୍ଧି ଲୋପ ହୋଇଅଛି — Having lost one's brain; demented
  • ସଂ. ବିଣ. ପୁଂ ( 3 ୟା ତତ୍) — କିଂକର୍ତ୍ତବ୍ଯବିମୂଢ଼ — Bewildered
  • ଦେ. ବି — ବୁଦ୍ଧି ବିନାଶ; ବୁଦ୍ଧି ଭ୍ରଂଶ — Derangement of brain; loss of reasoning faculty