ମତାଇବା Matāibā
- ଦେ. କ୍ରି — (ମାତିବା କ୍ରିୟାର ଣିଜନ୍ତ ରୂପ) — The causative form of 'Mātibā')
- ଦେ. କ୍ରି — ଉନ୍ମତ୍ତ କରାଇବା — To madden
- ଦେ. କ୍ରି — ପ୍ରବର୍ତ୍ତାଇବା — To instigate; to incite; to induce
- ଦେ. କ୍ରି — ଆସକ୍ତ କରାଇବା — To cause to be attached
- ଦେ. କ୍ରି — (ଉ—ହୁରିଆଙ୍କୁ ମତାଇଣ ଜୂର କରାଇବ, ଯାହାର ଯେତେକ ଯିବ ଭଣ୍ଡାରୁ ତା ଦେବ। ପ୍ରାଚୀ. ନଳ ଚରିତ।)