ମତଲ୍ଲିକା Matallikā

  • ସଂ. ବିଣ (ମତ+ଅଳ୍ ଧାତୁ=ଭୂଷିତ କରିବା+କର୍ତ୍ତୃ. ଅକ+ ଅ) — ପ୍ରଶସ୍ତ; ଉତ୍ତମ — Good; excellent. best of its kind
  • ସଂ. ବିଣ (ମତ+ଅଳ୍ ଧାତୁ=ଭୂଷିତ କରିବା+କର୍ତ୍ତୃ. ଅକ+ ଅ) — [ଦ୍ର—ଏହା ବିଶେଷ୍ୟ ପଦର ପରେ ଯୁକ୍ତ ହୁଏ ଯଥା—ଗୋମତଲ୍ଲିକା=ଉତ୍କୃଷ୍ଟ ଗୋ।]