ମତଲବ୍ Matalab
- ବୈଦେ. ବି (ଆ. ମତଲବ୍) — ଇଚ୍ଛା — Wish; desire
- ବୈଦେ. ବି (ଆ. ମତଲବ୍) — ଅଭିପ୍ରାୟ; ଆଶୟ — Intention
- ବୈଦେ. ବି (ଆ. ମତଲବ୍) — ଗୂଢ଼ ଅଭିସନ୍ଧି — Secret intent; motive
- ବୈଦେ. ବି (ଆ. ମତଲବ୍) — ଉଦ୍ଦେଶ୍ୟ — Aim; object
- ବୈଦେ. ବି (ଆ. ମତଲବ୍) — ତାତ୍ପର୍ଯ୍ଯ — Gist
- ବୈଦେ. ବି (ଆ. ମତଲବ୍) — ସ୍ୱାର୍ଥପରତା — Selfishness