ମତ ଫେରାଇବା Mata pherāibā

  • ଦେ. କ୍ରି — ପ୍ରଥମରେ ପ୍ରକାଶିତ ବା ନିଶ୍ଚିତ ଅଭିପ୍ରାୟକୁ ପରିବର୍ତ୍ତନ କରିବା — To change one's opinion