ମତ ଦେବା Mata debā

  • ଦେ. କ୍ରି — ଅନୁମୋଦନ କରିବା — To support; to second
  • ଦେ. କ୍ରି — ଅଭିମତ ପ୍ରକାଶ କରିବା — To give an opinion
  • ଦେ. କ୍ରି — ସ୍ୱୀକୃତ ହେବା — 2. To agree
  • ଦେ. କ୍ରି — ଅନୁମତି ଦେବା — To give permission
  • ଦେ. କ୍ରି — ପରାମର୍ଶ ଦେବା — To give advice