ମଣ୍ଡୂକୀ Maṇḍūkī

  • ସଂ. ବି. ସ୍ତ୍ରୀ — ମାଈ ବେଙ୍ଗ; ବେଙ୍ଗୁଲୀ — A she-frog
  • ସଂ. ବି. ସ୍ତ୍ରୀ — ଭ୍ରଷ୍ଟ୍ରା ବା ଅସତୀ ସ୍ତ୍ରୀ — An unchaste woman (Apte)
  • ସଂ. ବି. ସ୍ତ୍ରୀ — ମଣ୍ଡୂକପର୍ଣ୍ଣୀ (ଦେଖ) — Maṇḍūkaparṇṇī (See)
  • ସଂ. ବି. ସ୍ତ୍ରୀ — ଆଦିତ୍ୟଭକ୍ତା (ହି. ଶ.) (ଦେଖ) — Adityabhaktā (See)