ମଣ୍ଡୂର Maṇḍūra
- ସଂ. ବି (ମଣ୍ଡ୍ ଧାତୁ+କର୍ତ୍ତୃ ଊର) — ଲୌହକିଟ୍ଟ; ଲୁହାର କଳଙ୍କି; ଲୌହମଳ — The rust of iron
- ସଂ. ବି (ମଣ୍ଡ୍ ଧାତୁ+କର୍ତ୍ତୃ ଊର) — ଲୁହା ଗୁହ — Slag of iron; dross of iron
- ସଂ. ବି (ମଣ୍ଡ୍ ଧାତୁ+କର୍ତ୍ତୃ ଊର) — [ଦ୍ର— ଅନ୍ତତଃ 60 ବର୍ଷର ପୁରାତନ ମଣ୍ଡୂରକୁ ବାହୁଡ଼ା କାଠର ନିଆଁରେ ପୋଡ଼ି ଗୋମୂତ୍ରରେ ପକାଇ, ଏହିପରି 7 ଥର ଶୋଧନ କରି ତାକୁ ଚୂର୍ଣ୍ଣ କରି ଔଷଧରେ ବ୍ଯବହାର କରାଯିବା ଉଚିତ।] — [ଦ୍ର— ଅନ୍ତତଃ60ବର୍ଷର ପୁରାତନ ମଣ୍ଡୂରକୁ ବାହୁଡ଼ା କାଠର ନିଆଁରେ ପୋଡ଼ି ଗୋମୂତ୍ରରେ ପକାଇ, ଏହିପରି7ଥର ଶୋଧନ କରି ତାକୁ ଚୂର୍ଣ୍ଣ କରି ଔଷଧରେ ବ୍ଯବହାର କରାଯିବା ଉଚିତ]