ମଣ୍ଡିତ Maṇḍita

  • ସଂ. ବିଣ (ମଣ୍ଡ୍ ଧାତୁ+କର୍ମ. ତ) — ଭୂଷିତ — Adorned
  • ସଂ. ବିଣ (ମଣ୍ଡ୍ ଧାତୁ+କର୍ମ. ତ) — ସଜ୍ଜିତ — Equipped
  • ସଂ. ବିଣ (ମଣ୍ଡ୍ ଧାତୁ+କର୍ମ. ତ) — ଖଚିତ — Studded
  • ସଂ. ବିଣ (ମଣ୍ଡ୍ ଧାତୁ+କର୍ମ. ତ) — ବେଷ୍ଟିତ — Enveloped; surrounded
  • ସଂ. ବିଣ (ମଣ୍ଡ୍ ଧାତୁ+କର୍ମ. ତ) — ଆବୃତ — Plated; covered; overlaid with
  • ବି — ଜନୈକ ବୌଦ୍ଧ ରାଜା — Name of a Buddhist king