ମଣ୍ଡାଇବା Maṇḍāibā
- ଦେ. କ୍ରି — (ମଣ୍ଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṇḍibā)
- ଦେ. କ୍ରି — ମଣ୍ଡିତ କରାଇବା — To cause to adorn
- ଦେ. କ୍ରି — (ଉ—ମଣ୍ଡାଇ ସୁନୀଳ ନେତ୍ର ପଙ୍କଜାସ୍ୟେ, ଅଯତ୍ନ ମଣ୍ଡଳ ଚଳଭୂରୂ ଲାସ୍ୟେ। ରାଧାନାଥ. ଚିଲିକା।)
- ଦେ. କ୍ରି — ସୁସଜ୍ଜିତ କରିବା — To decorate
- ଦେ. କ୍ରି — (ଉ— ମଣ୍ଡାଇଲି ନିବାସ। କିମ୍ପା ହେଲି ଏ ବେଶ, ଆନେ ଯେବେ ଜୀବେଶ ମନ ବଳିଲାରେ। କବିସୂର୍ଯ୍ୟ ସଙ୍ଗୀତ।)